ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କୁ ହତ୍ୟା ଧମକ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ଜରୁରୀକାଳୀନ ସେବା ପାଇଁ ଜାରି ହୋଇଥିବା ନମ୍ବରକୁ ଆସିଲା ଧମକ ପୂର୍ଣ୍ଣ ମେସେଜ । ମେସେଜରେ ଲେଖା ହୋଇଛି ଖୁବଶୀଘ୍ର ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବି । ଏନେଇ ଥାନାରେ ଅଭିଯୋଗ ପରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ୟୁପି ପୋଲିସ ।
previous post