ଉତ୍ତରପ୍ରଦେଶର ଜଣାଶୁଣା ଗ୍ୟାଙ୍ଗଷ୍ଟାର ଅତିକ୍ ଅହମ୍ମଦଙ୍କ ପୁଅକୁ ଏନକାଉଣ୍ଟର ହୋଇଛି । ପୂର୍ବରୁ ଅତିକ୍ ଗିରଫ ହୋଇ ଜେଲରେ ବନ୍ଦୀ ଜୀବନ ବିତାଉଥିବା ବେଳେ ଆଜି ତା’ର ପୁଅ ଅସଦ୍କୁ ଏନକାଉଣ୍ଟର କରିଛି ପୋଲିସ । ସୂଚନା ମୁତାବକ ଅତିଫଙ୍କ ପୁଅ ଅସଦ୍ ସମେତ ତା’ର ମୁଖ୍ୟ ସହଯୋଗୀ କୁହାଯାଉଥିବା ଗୁଲାମକୁ ୟୁପିର ଝାନସୀଠାରେ ଏନକାଉଣ୍ଟର କରିଛି ପୋଲିସ ।
