ଟି-୨୦ର ନମ୍ବର ଓ୍ଵାନ ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ଏବେ ସୁପର ଫ୍ଲପ୍ ।୭ ମ୍ୟାଚ ରେ ୪ ଥର ଗୋଲଡେନ ଡକ୍ ବା ପ୍ରଥମ ବଲ ରେ ଆଉଟ ହୋଇଛନ୍ତି ସୂର୍ଯ୍ୟ କୁମାର ।ଯାହାକି ପ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସ ର ଚିନ୍ତା ବଢିଛି ,ଦଳର ଷ୍ଟାର ବ୍ୟାଟର ଏବେ ପୁରା ପ୍ଲପ୍ ଏପରିକି ଖାତା ଖୋଲି ପାରୁନାହାନ୍ତି ସୂର୍ଯ୍ୟ କୁମାର ।
ଅଧିକ ପଢନ୍ତୁ
ସୂଚନା ଅନୁସାରେ ଆଇପିଏଲରେ ଏପର୍ଯ୍ୟନ୍ତ ସୂର୍ଯ୍ୟ କୁମାର ଯାଦବ , ମୋଟ ୩ ଟି ମ୍ୟାଚ ଖେଳିଛନ୍ତି ଏବଂ ମାତ୍ର ୧୯ ଟି ବଲ ଖେଳିଛନ୍ତି ୩ ମ୍ୟାଚରେ ଆଉ କରିଛନ୍ତି ୧୬ ରନ ତା ମଧ୍ୟରେ ଗୋଟିଏ ଇନିସଂରେ ୧୫ ରନ କରିଛନ୍ତି ଏବଂ ଥରେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି ,ଏବଂ ଅନ୍ୟ ଏକ ଆଇପିଏଲ ମ୍ୟାଚ ରେ ମାତ୍ର ଗୋଟିଏ ରଠ କରି ଆଉଟ ହୋଇଥିଲେ ସ୍କାଏ ।
ଆହୁରି ପଢନ୍ତୁ