H3N8 Bird Flu ରେ ଚାଇନାର ପ୍ରଥମ ମହିଳାଙ୍କର ମୃତ୍ୟୁ ହୋଇଛି, ଯାହାକି ବିଶ୍ୱରେ ପ୍ରଥମ ଘଟଣା ଏବଂ ଏହା ମଣିଷଙ୍କ କ୍ଷେତ୍ରରେ କମ ଦେଖାଯାଏ | କିନ୍ତୁ ଏହି ମୃତ୍ୟୁ ଘଟଣା ସମସ୍ତଙ୍କୁ ଚମକାଇଦେଇଛି ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO |

