ଘର ସାମ୍ନାରେ ଥୁଆ ହୋଇଥିବା ବେଳେ ହଠାତ୍ ହୁତୁ ହୁତୁ ହୋଇ ଜଳିଗଲା ସ୍କର୍ପିଓ । ହେଲେ ସୌଭାଗ୍ୟବସତଃ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତିଯାଇଛି ୩ ଜୀବନ ।ସ୍କର୍ପିଓ ଗାଡିଟି ମାତ୍ର ୯ମାସର ହୋଇଥିବା ବେଳେ ଏତେ ଦାମୀ ଗାଡି କିଭଳି ଜଳିଗଲା ତା’କୁ ନେଇ ପ୍ରଶ୍ନ ଉଠିଛି । ଶ୍ରୀରାମ ଏନେଇ ଉକ୍ତ ସ୍କର୍ପିଓ ସୋ’ରୁମ୍ରେ ଅଭିଯୋଗ କରିବା ପରେ ସୋ’ରୁମ୍ କର୍ମଚାରୀ ଆସି ଘଟଣାର ତଦନ୍ତ କରିବେ ବୋଲି ଜଣାପଡ଼ିବେ । କିଭଳି, କେଉଁ ପରିସ୍ଥିତିରେ ଗାଡିଟି ଜଳିଗଲା ସେ ସମ୍ପର୍କରେ ଅନୁଧ୍ୟାନ କରିବେ ସ୍କର୍ପିଓ ଇଞ୍ଜିନିୟର ।
ଅଧିକ ପଢନ୍ତୁ
ଆହୁରି ପଢନ୍ତୁ