ଆସନ୍ତା ୨୦୨୪ ନିର୍ବାଚନରେ ନୂଆ ପ୍ରାର୍ଥୀ ନଦେଲେ ନୋଟାରେ ଭୋଟ୍ ଦେବୁ । ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ଏଭଳି ଖୋଲାଖୋଲି ଚେତାବନୀ ଦେଇଛନ୍ତି ଦଳୀୟକର୍ମୀ । ଲାଗୁଛି ସତେ ଯେମିତି ଜଳେଶ୍ୱରରେ ଦୁଇଭାଗ ହୋଇଯାଇଛି ଶାସକ ବିଜେଡ଼ି । ମନ୍ତ୍ରୀ ଓ କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ଅଶ୍ୱିନୀ ପାତ୍ରଙ୍କୁ ଘୋର ବିରୋଧ କରିଛନ୍ତି ଦଳୀୟ ନେତା । ସୂଚନା ମୁତାବକ ସ୍ଥାନୀୟ ବିଧାୟକ ଅଶ୍ୱିନୀ ପାତ୍ରଙ୍କ ଦ୍ୱାରା ଖୁଦିଆ ମାଝୀସାହି ପଞ୍ଚାୟତ ଗାଡିବିଲ ପଡ଼ିଆରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।
ଅଧିକ ପଢନ୍ତୁ
ଆହୁରି ପଢନ୍ତୁ