Home Entertainment କାହିଁକି ଅଲଗା ହେଲେ ପାରସ – ମାହିରା

କାହିଁକି ଅଲଗା ହେଲେ ପାରସ – ମାହିରା

by Admin
0 comment

କଲର୍ସ ଟିଭିର ରିୟାଲିଟି ସୋ ବିଗବସ ସିଜିନ 13ର ଲୋକର ଲୋକପ୍ରିୟ ଯୋଡି ପାରସ ଓ ମାହିରାଙ୍କ ମଧ୍ୟରେ ବ୍ରେକଅପ ହୋଇଛି | ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଯାଇଛନ୍ତି | ଏନେଇ ଖବର ପ୍ରକାଶ ପାଇଵା ପରେ ଉଭୟଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଛି | ସୂଚାନୁସାରେ ସୋସିଆଲ ମିଡ଼ିଆରେ ଲୋକପ୍ରିୟତା ହାସଲ କରିଥିବା ଯୋଡି ପାରସ ଓ ମାହିରାଙ୍କ ମଧ୍ୟରେ ବ୍ରେକଅପ ହୋଇଛି | କିନ୍ତୁ ବର୍ତ୍ତମାନ ଉଭୟଙ୍କ ବ୍ରେକଅପର କାରଣ ଉପରେ ଫ୍ୟାନ୍ସଙ୍କ ନଜର ରହିଛି |

ଅଧିକ ପଢନ୍ତୁ

ପାରସଙ୍କ ଜଣେ ବନ୍ଧୁଙ୍କ ମତରେ ମାହିରାଙ୍କ ଓଭର ପୋଜେସିଭନେସ ନେଚର ପାଇଁ ଉଭୟଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି | ସେ ଆହୁରି ମଧ୍ୟ୍ୟ କହିଛନ୍ତି ମାହିରା ସବୁ ସମୟରେ ପାରସଙ୍କୁ ଡାଉଟ କରୁଥିଲେ | ପ୍ରତିଟି କଥାରେ ସେ ପାରସଙ୍କ ଉପରେ ରୋକ ଲଗାଉଥିଲେ | ଏହାଛଡା ମାହିରା ପାରସଙ୍କୁ କେବଳ ତାଙ୍କ ସହିତ ମିଉଜିକ ଭିଡିଓ ନିର୍ମାଣ କରିବା ପାଇଁ ଅନୁମତି ଦେଉଥିଲେ | ଏଥିରେ ରାଗିଯାଇ ପାରସ ପ୍ରାୟ 3 ମାସ ହେବ ମାହିରାଙ୍କ ଠାରୁ ଅଲଗା ହୋଇ ରହୁଥିଲେ |

ଆହୁରି ପଢନ୍ତୁ

ସୂଚନାଯୋଗ୍ୟ ଇତି ମଧ୍ୟରେ ଉଭୟ ପରସ୍ପର ଠାରୁ ଅଲଗା ହେବା ସହ, ଦୁହେଁ ପରସ୍ପରକୁ ବିଭିନ୍ନ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ଅନଫଲୋ କରିଛନ୍ତି | ଏବଂ ପୂର୍ବରୁ ଆକାଉଣ୍ଟରେ ପୋଷ୍ଟ କରିଥିବା ଫଟୋ ଗୁଡିକୁ ମଧ୍ୟ୍ୟ ଡିଲେଟ କରି ଦେଇଛନ୍ତି |

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc