ବାହାର ରାଜ୍ୟର ଗୁଣ୍ଡା ପଶ୍ଚିମବଙ୍ଗରେ ହିଂସା କରୁଛନ୍ତି: ମମତା ବାନାର୍ଜୀ
ପଶ୍ଚିମବଙ୍ଗରେ ହିଂସା ପାଇଁ କେବଳ ବିଜେପି ହିଁ ଦାୟୀ । ଏହାଛଡା ମମତା ଆହୁରି ମଧ୍ୟ କହିଛନ୍ତି ଦଙ୍ଗାକାରୀଙ୍କର କୌଣସି ଧର୍ମ ନଥାଏ, ସେମାନେ କେବଳ ରାଜନୈତିକ ଗୁଣ୍ଡା ହୋଇଥାନ୍ତି ।
previous post