ୟୁରୋପୀୟ ଦେଶ ଇଟାଲୀ ନିଜ ଦେଶରେ ବ୍ୟାନ କରିବାକୁ ଯାଇଛି ଇଂରାଜୀ ଭାଷା । ଇଟାଲୀ ସରକାର ଖୁବଶୀଘ୍ର ଏସଂକ୍ରାନ୍ତୀୟ ଏକ ବିଲ୍ ପାରିତ କରିବାକୁ ଯୋଜନା କରୁଛନ୍ତି । ଏହି ବିଲ୍ କାର୍ଯ୍ୟକାରୀ ହେଲେ ଇଟାଲୀ ଦେଶରେ ସଂପୂର୍ଣ୍ଣ ରୂପେ ଇଂରାଜୀ ଭାଷାକୁ ବ୍ୟାନ କରିଦିଆଯିବ । ଯଦି ସରକାରୀ ନିୟମର କେହି ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କୁ ଠାରୁ ଜୋରିମାନା ଆଦାୟ କରାଯିବ ।


