ଏପ୍ରିଲ 3 ତାରିଖରୁ ରାଜ୍ୟରେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବ | ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ମାସ 11 ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ ହେବ | ସକାଳ 7ଟା ରୁ ଦିନ 11:30 ପ୍ରଯ୍ୟନ୍ତ ସ୍କୁଲରେ ପାଠପଢ଼ା ଚାଲିବ |
ପ୍ରଥମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ପାଇଁ ଏହି ନିୟମ ଲାଗୁହେବ | ଜିଲ୍ଲାପାଳ ଚାହିଁଲେ ନିର୍ଘଣ୍ଟ ସମୟରେ ପରିବର୍ତ୍ତନ କରିପାରିବେ | ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି |