ଶିବସେନା ତଥା ଉଦ୍ଧବ ଠାକରେଙ୍କ ସାଂସଦ ସଞ୍ଜୟ ରାୱତଙ୍କୁ ମିଳିଛି ଧମକ । ସଞ୍ଜୟଙ୍କୁ ଧମକ ଦେଇଛନ୍ତି ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ । ଲରେନ୍ସ କହିଛନ୍ତି ଯଦି ସେ ସଞ୍ଜୟଙ୍କୁ ଦିଲ୍ଲୀରେ ଦେଖନ୍ତି ତେବେ ସେ ତାଙ୍କୁ ଏକେ ୪୭ରେ ଉଙ୍ଗାଇ ଦେବେ । ସଞ୍ଜୟଙ୍କ ନିକଟକୁ ମ୍ୟାସେଜ କରି ଏପରି ଧମକ ଦିଆହୋଇଛି । ଲରେନ୍ସ ଆହୁରି ମଧ୍ୟ ମ୍ୟାସେଜରେ ଲେଖିଛନ୍ତି ସଞ୍ଜୟ ଜଣେ ହିନ୍ଦୁ ବିରୋଧୀ ବ୍ୟକ୍ତି ଅଟନ୍ତି । ତେଣୁ ତାଙ୍କର ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ପରି ଅବସ୍ଥା ହେବ ।
ଅଧିକ ପଢନ୍ତୁ