ଗୁଜୁରାଟ ଟାଇଟନ୍ସ କୁ ଶକ୍ତିଶାଳୀ ଝଟକା, ଟିମର ପ୍ରମୁଖ ବ୍ୟାଟ କାନେ ଓ୍ଵିଲୟମସନ ପୁରା ସିଜିନ ରୁ ବାଦ ପଡିଛନ୍ତି ।ଆଇପିଏଲର ପ୍ରଥମ ମ୍ୟାଚରେ କାନେ ଓ୍ଵିଲୟମସନ ଫିଲ୍ଡ୍ କରୁଥିବା ସମୟରେ ଆହାତ ହୋଇଥିଲେ,ଏପରିକି ବ୍ୟାଟିଂ କରିବାକୁ ଆସିନଥିଲେ କେନ ତାଙ୍କ ସ୍ତାନ ରେ ଗୁଜରାଟ ଇମ୍ପାକ୍ଟ ପ୍ଲେୟାର ଭାବରେ ସାଇ ସୁଦର୍ଶନ ଙ୍କୁ ମଇଦାନକୁ ଓହ୍ଲାଇଥିଲା ,ଆଜି ତାଙ୍କର ରିପୋର୍ଟ ଆସିବା ପରେ ପୁରା ସିଜିନ ରୁ ଟିମରୁ ବାଦ ପଡିଛନ୍ତି
