ମଧ୍ୟ ପ୍ରଦେଶ କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର । ନାମିବ୍ୟାରୁ ଆସିଥିବା ବିତାଙ୍କ ମଧ୍ୟରୁ ସିୟାୟା ନାମକ ଚିତା ଏକସାଙ୍ଗର ୪ ଚିତା ଛୁଆଙ୍କୁ ଜନ୍ମ ଦେଇଛି । ଚିତା ଛୁଆଁ ସମ୍ପର୍କରେ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଟ୍ୱିଟ କରି ସୂଚନା ଦେଇଛନ୍ତି । ମନ୍ତ୍ରୀ କରିଥିବା ଟ୍ୱିଟରେ ଚିତା ବାଘ ଛୁଆଁ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛନ୍ତି ।
ଅଧିକ ପଢନ୍ତୁ