ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ତରଫରୁ ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ସଜ୍ଜା । ବିନୋଦ କୁମାର, ସିଏସ୍ ସ୍ୱସ୍ତିରଂଜନ ମହାପାତ୍ର, ରିକଭରି ଆସିଷ୍ଟାଣ୍ଟ ରମେଶ ସ୍ୱାଇଁ, ମ୍ୟାନେଜିଂ ପାର୍ଟନର ରଶ୍ମି ପଟ୍ଟନାୟକ ଓ ରତନ ସାହୁଙ୍କୁ ଦଣ୍ଡାଦେଶ । ପ୍ରତ୍ୟକଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହିତ ୫୦ ହଜାର ଟଙ୍କା ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜୋରିମାନା ଅନାଦାୟ ହେଲେ ଅତ୍ୟଧିକ ୬ ମାସ ଜେଲ ଦଣ୍ଡ ଧାର୍ଯ୍ୟ କରିଛନ୍ତି କୋର୍ଟ । ଏହି ୫ ଜଣଙ୍କ ନାମରେ ଜାଲ କାଗଜପତ୍ରରେ ୩୫ଟି ଡୁପ୍ଲେକ୍ସ ଦୁର୍ନୀତି କରିଥିବାର ଅଭିଯୋଗ ରହିଛି ।
ଡୁପ୍ଲେକ୍ସ ଦୁର୍ନୀତି ମାମଲା: ପୂର୍ବତନ IAS ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ୩ ବର୍ଷ ଜେଲ
previous post