ମହିଳା ଙ୍କୁ କମେଣ୍ଟ ମାରିବା ପଡ଼ିଲା ମହଙ୍ଗା ବିଚ ମାର୍କେଟରେ କମେଣ୍ଡ ମାରି ମହିଳାଙ୍କ ଠାରୁ ଛେଞ୍ଚା ଖାଇଲେ ଯୁବକ ।
ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଜାମକୁଣ୍ଡା ଠାରେ ଆଜି ଦିନ ପାଖାପାଖି ୧୧ଟା ସମୟରେ ଜାମକୁଣ୍ଡା ଅଂଚଳର ଏକ ଯୁବକ ସେହି ଅଂଚଳର
ଏକ ମହିଳାକୁ ଖରାପ ଇଙ୍ଗିତ କରିବା ସହିତ ଅଶ୍ଳୀଳ କମେଣ୍ଡ କରିଥିଲେ । ଯାହାକୁ କେନ୍ଦ୍ର କରି ଉକ୍ତ ମହିଳା ବିଚ୍ ରାସ୍ତାରେ ସର୍ବ ସମ୍ମୁଖରେ ଯୁବକକୁ
ଚପଲରେ ମାଡ଼ ମାରିବା ସହିତ କାନ ଧରି ଉଠ ବସ କରିଥିଲେ ! ଯାହାର ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି । ଯାହାକି ବାଲିଆପାଳ ଅଞ୍ଚଳରେ ଚର୍ଚା ର ବିଷୟ ସାଜିଛି । ଟୋକାଟି କାନ ଧରି ଯେତେ ନେହୁରା ହେଉଛି, କିଏ ବା ତାକଥା ଶୁଣୁଛି ଗାଲରେ ଗାଲରେ ମାଡାମ ଜଣଙ୍କ ଧୁଇ ଦେଉଛି l
କମେଣ୍ଟ ମାରି ଛେଚା ଖାଇଲେ ଯୁବକ
previous post